Below header

ବାରିପଦା ବାଏପାସରୁ ୩୦ରୁ ଅଧିକ ଶ୍ରମିକ ଉଦ୍ଧାର

ବାରିପଦା: ବାରିପଦା ବାଏପାସରୁ ୩୦ରୁ ଉର୍ଦ୍ଧ୍ୱ ଶ୍ରମିକ ଉଦ୍ଧାର । ସେମାନଙ୍କ ଘର ବିହାରରେ । କିନ୍ତୁ ବିଶାଖାପାଟନମରୁ ସେମାନେ ଆସିଛନ୍ତି । ଶ୍ରମିକମାନେ ଏକ କଣ୍ଟେନରରେ ଆସି ବାରିପଦା ବାଏପାସରେ ଓହ୍ଲାଇଥିଲେ । ସମସ୍ତଙ୍କୁ ଏକ ସ୍କୁଲରେ କ୍ୱାରେଣ୍ଟାଇନରେ ରଖାଯାଇଛି । ରନ୍ଧାଖାଦ୍ୟ ଯୋଗାଇବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଛି  ସ୍ଥାନୀୟ ପ୍ରଶାସନ । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.