Below header

ଧଳା ଜହର ଚାଲାଣର ନୂଆ ଫର୍ମୁଲା: ମାଛ ମୁହଁରୁ ଆନୁମାନିକ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର: ଧଳା ଜହର ଚାଲାଣର ନୂଆ ଉପାୟ । ମାଛ ମୁହଁରେ ବ୍ରାଉନ୍‌ ସୁଗାର ଭର୍ତ୍ତି କରାଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚାଲଣ ବେଳେ ଲକ୍ଷ୍ମଣନାଥ ସୀମାନ୍ତରୁ ଯୁବକଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଯୁବକଙ୍କ ଘର ପଶ୍ଚିମଙ୍ଗ ଦାନ୍ତନ ଅଞ୍ଚଳରେ ବୋଲି ଜଣାପଡ଼ିଛି । ତା ନିକଟରୁ ତିନିଟି ବ୍ରାଉନସୁଗାର ପୁଡିଆ ଜବତ ହୋଇଛି । ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.