Browsing Tag

crime in odisha

ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା, ରାଉରକେଲା ବାସନ୍ତୀ କଲୋନୀ ଘରୁ ମିଳିଲା ଝୁଲନ୍ତା ମୃତଦେହ

ରାଉରକେଲା(କେନ୍ୟୁଜ୍): ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା। ରାଉରକେଲା ବାସନ୍ତୀ କଲୋନୀ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଉଦିତ୍‌ ନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ଜୁନ୍‌ ୧୯ରେ ରଶ୍ମିରେଖା ଭୁବନେଶ୍ୱର…

ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ: ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ

ଭୁବନେଶ୍ବର(କେନ୍ଯୁଜ୍):ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ । ମୁଖ୍ୟ ଅଭିଯୁକ୍ତ ରାଜ ନାମକ ଯୁବକ ଫେରାର ଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖରେ ଖଣି ଲିଜ୍‌ କରାଇ ଦେବାକୁ କହି ବଡବିଲ ଅଞ୍ଚଳର ଜଣେ ବ୍ୟବସାୟୀ ଓ…

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଲା ଦୁଷ୍କର୍ମ ଘଟଣା: କରଞ୍ଜିଆରେ ଦିବ୍ଯାଙ୍ଗ ଯୁବତୀ ଓ ଅସ୍ତରଙ୍ଗରେ ଅଢେଇ ବର୍ଷର ଶଶୁ…

କରଞ୍ଜିଆ/କାକଟପୁର : ପବିତ୍ର ସମ୍ପର୍କରେ ପାପର ଛିଟା । ନିଜ ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲା ଦାଦା । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଦିବ୍ଯାଙ୍ଗ ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା ରାକ୍ଷାସ ଦାଦା । ଯାହାଫଳରେ ସେ ସାତ ମାସର ଗର୍ଭବତୀ ହୋଇଥିବା…

ଯାଜପୁର ଭେଲଙ୍ଗ ଗ୍ରାମରେ ଯୁବକଙ୍କୁ ଗଳାକାଟି ହତ୍ୟା, କିଏ କାହିଁକି ମାରିଲା ଜଣାପଡୁ ନାହିଁ

ଯାଜପୁର ଟାଉନ: ଯୁବକଙ୍କୁ ଗଳାକାଟି ହତ୍ୟା ଅଭିଯୋଗ। ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଘଟିଛି ଏହି ଅଘଟଣା । ଗତକାଲି ରାତି ପ୍ରାୟ ୮ ଟାରେ ଉକ୍ତ ଗ୍ରାମର ମଧୁସୁଦନ ମଲିକଙ୍କ ପୁଅ ଟୁଟନ ମଲିକ (୨୨)ଏକ ସାଇକଲେ ଯୋଗେ ଜାର୍ ଧରି ପେଟ୍ରୋଲ ଆଣିବା ପାଇଁ ନିକଟସ୍ଥ ତେଲ ଟାଙ୍କିକୁ ଯାଇଥିଲେ।…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଯାଜପୁର : କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ । ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ କାର୍ତ୍ତିକ କେରେଇ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଛତରା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ କାର୍ତ୍ତିକଙ୍କ ଦାଦା ପୁଅକୁ ଜ୍ୱର…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ଖଣ୍ତା ଚୋଟରେ ଗୋଟିଏ ପରିବାରର ୪ ଜଣ ଗୁରୁତର

ଆନନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ। ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ପରିବାରର ୪ ଜଣ ଖଣ୍ତା ଚୋଟରେ ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ଅନୁଯାୟୀ ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ପୁତୁରା ଖଲଣା ଗ୍ରାମର ରମେଶ ବେହେରା…

କଟକ ଜଗତପୁର ଅଞ୍ଚଳରୁ ୨୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକ ଜଗତପୁର ପୀରବଜାର ଅଞ୍ଚଳରୁ ଜବତ ହେଲା ୨୭୫ ଗ୍ରାମର ବ୍ରାଉନସୁଗାର। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ଯ ପାଖାପାଖି ୨୮ଲକ୍ଷ ଟଙ୍କା ହେବ । ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ୍। ତା ନିକଟରୁ ଗୋଟେ ବାଇକ୍‌ ଜବତ ହୋଇଛି। ଜଳେଶ୍ୱରରୁ ଜଗତପୁର ବାଇକ୍‌ରେ…

ବଲାଙ୍ଗିରରେ ଡବଲ ମର୍ଡର: ଦାଦା ଓ ଖୁଡିକୁ ନିର୍ମମ ଭାବେ ହତ୍ୟା କରି କୂଅ ଭିତରକୁ ଫିଙ୍ଗି ଦେଲା ପୁତୁରା

ବଲାଙ୍ଗିର: ସମ୍ପତ୍ତି ଆଗରେ ବଳି ପଡିଲା ସମ୍ପର୍କ। ବାପା ମା ସମାନ ଦାଦା, ଖୁଡିକୁ ହତ୍ୟା କଲା ପୁତୁରା । ଏଭଳି ଏକ ଅଘଟଣ ଘଟିଛି  ବଲାଙ୍ଗିରରେ। ଏଠାରେ ଘଟିଯାଇଛି ଡବଲ ମର୍ଡର । କଣ୍ଟାବାଞ୍ଝି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟୁରାବେଡା ଗାଁ । ଯେଉଁଠି ଦାଦା ଓ ଖୁଡିକୁ ନିର୍ମମ ଭାବେ…

ଖଣ୍ଡଗିରିରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସ୍‌ଟିଏଫ୍, ୨ ବେପାରୀ ଗିରଫ

ଭୁବନେଶ୍ୱର: ଏବେ ସାରା ରାଜ୍ଯରେ ଲକ୍ ଡାଉନ୍ ସ୍ଥିତି ଚାଲିଥିବାବେଳେ ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନ୍ ସୁଗାର । ଜବତ ବ୍ରାଉନ୍ ସୁଗାରର ମୂଲ୍ଯ ପ୍ରାୟ କୋଟିଏ ଟଙ୍କା ହେବ । ଏସଟିଏଫ୍ ର ଏକ ଟିମ୍ ଖବର ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରୁ ଏହି…

ମାଲକାନଗିରି ପୋଲିସ ଦ୍ବାରା ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ, ୪ଗିରଫ

ମାଲକାନଗିରି : ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ। ମାଲକାନଗିରି ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଥିବା ସହ ୪ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ବେଳେ ଅର୍କେଲ ପୋଲିସ ଚଢଉ କରି ୨ହଜାର କିଲୋ ଗଞ୍ଜେଇ ଜବତ କରିବା ସହିତ ଚାଲାଣକାରୀଙ୍କୁ ଗିରଫ କରିଛି।…

ଧଳା ଜହର ଚାଲାଣର ନୂଆ ଫର୍ମୁଲା: ମାଛ ମୁହଁରୁ ଆନୁମାନିକ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର: ଧଳା ଜହର ଚାଲାଣର ନୂଆ ଉପାୟ । ମାଛ ମୁହଁରେ ବ୍ରାଉନ୍‌ ସୁଗାର ଭର୍ତ୍ତି କରାଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଚାଲଣ ବେଳେ ଲକ୍ଷ୍ମଣନାଥ ସୀମାନ୍ତରୁ ଯୁବକଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଯୁବକଙ୍କ ଘର ପଶ୍ଚିମଙ୍ଗ ଦାନ୍ତନ ଅଞ୍ଚଳରେ ବୋଲି…

ସମ୍ବଲପୁର ତାଳବଣିଆ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର: ଗାଁ ଦାଣ୍ଡରେ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସେଲେଭେଟା ପଞ୍ଚାୟତ ତାଳବଣିଆ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତକ ଦୁଷ୍ମନ୍ତ ଦେହୁରୀ। ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍ମନ୍ତ ମଦ ପିଇ ଲୋକଙ୍କୁ ଗଳିଗୁଲଜ କରିଥାଏ। ଏନେଇ ଗାଁର…