Below header

କଟକ ଜଗତପୁର ଅଞ୍ଚଳରୁ ୨୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକ ଜଗତପୁର ପୀରବଜାର ଅଞ୍ଚଳରୁ ଜବତ ହେଲା ୨୭୫ ଗ୍ରାମର ବ୍ରାଉନସୁଗାର। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ଯ ପାଖାପାଖି ୨୮ଲକ୍ଷ ଟଙ୍କା ହେବ । ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ୍। ତା ନିକଟରୁ ଗୋଟେ ବାଇକ୍‌ ଜବତ ହୋଇଛି।

ଜଳେଶ୍ୱରରୁ ଜଗତପୁର ବାଇକ୍‌ରେ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବାବେଳେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦାବିଭାଗ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.