ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ: ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ

ଭୁବନେଶ୍ବର(କେନ୍ଯୁଜ୍):ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ । ମୁଖ୍ୟ ଅଭିଯୁକ୍ତ ରାଜ ନାମକ ଯୁବକ ଫେରାର ଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖରେ ଖଣି ଲିଜ୍‌ କରାଇ ଦେବାକୁ କହି ବଡବିଲ ଅଞ୍ଚଳର ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଡାକିଥିଲେ ଅପହରଣକାରୀ। ପରେ ସେମାନଙ୍କୁ ଅପହରଣ କରିନେଇଥିଲେ ।

ବ୍ୟବସାୟୀଙ୍କୁ ଛାଡିବାକୁ ୧୦ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.