Browsing Tag

Kidnapping

ମାଲିରେ ଓଡ଼ିଆ ଯୁବକଙ୍କ ଅପହରଣକୁ ୬ଦିନ, ତୁରନ୍ତ ଫେରାଇ ଆଣିବାକୁ ସରକାରଙ୍କୁ ଚାରିଆଡ଼ୁ ଅପିଲ୍

୬ ଦିନ ବିତିଗଲାଣି ।  ତଥାପି ଖୋଜଖବର ମିଳୁନି ।  ଅଫ୍ରିକୀୟ ଦେଶ ମାଲିରେ ଆତଙ୍କବାଦୀଙ୍କ କବଜାରେ ଅଛନ୍ତି ଓଡ଼ିଆ ଯୁବକ ଭେଙ୍କଟ ରମଣ ।  ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକ ।  ୯ ମାସ ପୂର୍ବରୁ ମୁମ୍ଵାଇର BLUE STAR କମ୍ପାନି ମାଧ୍ୟମରେ ସେ ମାଲିକୁ ଯାଇଥିଲେ । ସେଠାରେ…

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ

କରଞ୍ଜିଆ:  କରଞ୍ଜିଆରେ ଲଜ୍ଜା ।  ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଆଉ ଜଣେ ଗିରଫ ।  ଗତକାଲି ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତକୁ ଧରିଛି ପୋଲିସ ।  ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ମୁଖ୍ୟ ଅଭିଯୁକ୍ତ ମଲ୍ଲାରପଦା ଗାଁର ବିକାଶ ପାତ୍ର ନାମକ ଜଣେ…

ମାଆ କୋଳରୁ ଶିଶୁପୁତ୍ର ଅପହରଣ ଘଟଣା, ସାମ୍ନାକୁ ଆସିଲା ଅପହରଣକାରୀର ସିସିଟିଭି ଫୁଟେଜ

ଭୁବନେଶ୍ବର:  ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଶିଶୁପୁତ୍ର ଅପହରଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଚିତ୍ର ।  ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ସ୍ୱତନ୍ତ୍ର ଟିମ୍ ଗଠନ କରି ତନାଘନା ଚଳାଇଛି ପୋଲିସ । ଖାରବେଳ…

ନାବାଳିକାଙ୍କୁ ଅପହରଣ ବେଳେ ମାଡ଼ି ବସିଲେ ସ୍ଥାନୀୟ ଲୋକେ: ଜଣେ ଅଟକ; ଅନ୍ୟ ଜଣେ ଫେରାର

ପାରାଦୀପ : ନାବାଳିକାଙ୍କୁ ଅପହରଣ ଉଦ୍ୟମ ପଣ୍ଡ । କୁଜଙ୍ଗ ଥାନା ଅଞ୍ଚଳରେ ଅପହରଣକାରୀକୁ ମାଡ଼ି ବସିଲେ ସ୍ଥାନୀୟ ଲୋକେ । ଏଥିରେ ଜଣେ ଯୁବକ ଅଟକ ହୋଇଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ନାବାଳିକା ଜଣଙ୍କ ନିଜ ପରିବାର ସହିତ କୁଜଙ୍ଗ…

୪ ଶିଶୁଙ୍କୁ ଅପହରଣ ବେଳେ ଧରାପଡିଲେ ଯୁବକ, ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

ମୟୂରଭଞ୍ଜ: ପିଲା ଚୋରକୁ ନିର୍ଦ୍ଧୁମ ମାଡ଼ । ୪ ଶିଶୁଙ୍କୁ ଅପହରଣ ବେଳେ ଧରାପଡିଲେ ଯୁବକ । ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ତିଳଦା ଗାଁରେ ୪ ଶିଶୁଙ୍କୁ ଚକୋଲେଟ ଲୋଭ ଦେଖାଇ ନେଇଯାଉଥିଲେ ଯୁବକ। ବାଇକରେ ଗଲା ବେଳେ ଗ୍ରାମବାସୀ କାବୁ କରିଥିଲେ । ପରେ…

ଟଙ୍କା ଛପା ମେସିନ୍ ଦେବାକୁ କହି ଅପହରଣ ଘଟଣା, ୪ଗିରଫ

ଗଜପତି: ଟଙ୍କା ଛପା ମେସିନ ଦେବାକୁ କହି ଅପହରଣ । ଅପହରଣ ପରେ ବ୍ଳାକମେଲ୍ । ପରିବାର ଲୋକଙ୍କୁ ଧମକ ଦେଇ ନେଇଗଲେ ୬ ଲକ୍ଷ ଟଙ୍କା । ଏଭଳି ଏକ ଘଟଣାର ହୋଇଛି ପର୍ଦ୍ଦାଫାଶ । ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ୍ ଏହି ଅପହରଣ ଓ ନକଲି ନୋଟ୍ ଛପା ମେସିନ୍ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ…

ଅପହରଣ ପରେ ଉଦ୍ଧାର ହୋଇଥିବା ଝିଅ କନ୍ୟା ଆଶ୍ରୟସ୍ଥଳରୁ ପୁଣି ନିଖୋଜ

ଭଦ୍ରକ: ଅପହରଣ ତାପରେ ଉଦ୍ଧାର, ଉଦ୍ଧାର ପରେ ପୁଣି ନିଖୋଜ । ଚାଲିଛି ଲୁଚକାଳି ଖେଳ । ହେଲେ କିଏ ଖେଳୁଛି କାହା ସହ ଖେଳୁଛି?, କଣ ମାମଲା ? କିଛି ବି ବୁଝାପଡୁନି ନା ଦର୍ଶକବନ୍ଧୁ । ଆମେ ବି କିଛି ବୁଝିପାରୁନୁ କଣ ଚାଲିଛି ଏହି ଘଟଣାରେ । ଏ ଦମ୍ପତି ଯାହାଙ୍କ ହାତରେ ଅଭିଯୋଗର ଲମ୍ବା କାଗଜ…

ମିଲ୍ ମାଲିକଙ୍କୁ କିଡନାପ ଘଟଣାର ପର୍ଦ୍ଦାଫାସ୍, ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ନେଇ ଧରାପଡିଲେ

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ମିଲ ମାଲିକ ଏ. ରମେଶ ପାତ୍ର ଅପହରଣର ଖୁଲାସା କରିଛି କୋରାପୁଟ ପୋଲିସ । ବୋରିଗୁମ୍ମାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କ ଅପହରଣ ଘଟଣା ପଛର ରହସ୍ୟ ସମ୍ପର୍କରେ କହିଛନ୍ତି କୋରାପୁଟ ଏସପି ଅଭିନବ ସୋନାକାର l ଟଙ୍କା କେଇଟା ପାଇଁ ନିଜ…

ଯୁବକଙ୍କୁ ଅପହରଣ ପରେ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : ଯୁବକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ ।  ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ। ନିଖୋଜ ଯୁବକ ଫୁଲଚରା ଗାଁର ସୁରଥ ନାଏକ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗାଁଲୋକେ ବୀରମହାରାଜପୁର ମୁଖ୍ୟ ଛକ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତା ଉପରେ ଗାଡ଼ି ମୋଟର ସବୁ…

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା ଛେଣ୍ଡ ଥାନା ପୋଲିସ । ଗତ ୨୩ ତାରିଖରେ ଛେଣ୍ଡ କଲୋନୀ ସ୍ଥିତ ଆରଡିଏ କଲୋନୀରେ ରହୁଥିବା ନିହାର ସରକାର ରାତିରେ ଘର ପାଖର ରାସ୍ତାରେ ବୁଲୁଥିବା ବେଳେ ହଠାତ୍ ଏକ କାରରେ ଆସି ୩ ଦୁର୍ବୃତ୍ତ…

ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ ଘଟଣା: କିଡନାପ ନୁହେଁ, ପ୍ରେମ ପାଇଁ ହୋଇଥିଲା ନାଟକ

ଭୁବନେଶ୍ୱର (କେନ୍ୟୁଜ ): ପ୍ରେମ ପାଇଁ ଅପହରଣ । କିଡନାପ ନାଟକର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ ।  ଅପହରଣ ନୁହେଁ, ପ୍ରେମ ପାଇଁ ହୋଇଥିଲା ନାଟକ। ସ୍ବାମୀ ଠାରୁ ଅଲଗା ହେବା ପରେ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିଲେ ମହିଳା । ଘରେ ବିରୋଧ ହେବାରୁ ନିଜେ ରଚିଥିଲେ ଅପହରଣ ନାଟକ । ଘଟଣାର ୨୪…

ମହିଳାଙ୍କୁ କାର୍ ରେ ଉଠାଇନେଲା, ଗୁରୁତର ଅବସ୍ଥାରେ ଫିଙ୍ଗି ଦେଇ ଚାଲିଗଲା

ଆନନ୍ଦପୁର(କେନ୍ୟୁଜ): ଏକା ଯାଉଥିଲେ ଟିକେ ସାବଧାନ୍ ରୁହନ୍ତୁ ! ଆଜିର ଏଇ ଘଟଣା ଆପଣଙ୍କୁ ଚକିତ କରାଇବ । କେମିତି ଦୁର୍ବୁତ୍ତ ମହିଳାଙ୍କୁ ଉଠାଇନେଇ ଅତର୍କିତ ଆକ୍ରମଣ କରି ଫିଙ୍ଗି ଦେଇ ପଳାଇଲେ, ତାହା ଏବେ ସାମ୍ନାକୁ ଆସିଛି । ତେବେ ଏଭଳି ଅନେକ ଘଟଣା ପ୍ରତିଦିନ ଆମ ଆଖପାଖରେ ଘଟୁଛି ।…