Below header
Browsing Tag

Kidnapping

ରାଜଧାନୀରେ ଚାଞ୍ଚଲ୍ୟ! ପଟିଆ ସ୍ଥିତ ଏକ ଘରୋଇ ସ୍କୁଲରେ +୨ ରେ  ପଢୁଥିବା ଛାତ୍ର ନିଖୋଜ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଚାଞ୍ଚଲ୍ୟ। ପଟିଆ ସ୍ଥିତ ଏକ ଘରୋଇ ସ୍କୁଲରେ +୨ ରେ  ପଢୁଥିବା ଛାତ୍ର ନିଖୋଜ। ସ୍କୁଲରେ ମାତ୍ରାଧିକ ରାଗିଂ ନେଇ ଗତକାଲି ସକାଳୁ ଆସିଥିଲା ଅଭିଯୋଗ। ତେବେ ଗତକାଲି ରାତିରେ ଅପହରଣ କରାଯାଇଥିବା ନେଇ ହଠାତ୍ ମିଳିଥିଲା ସୂଚନା। ଅପହରଣ ହୋଇଥିବା ଛାତ୍ରଙ୍କ…

ଢେଙ୍କାନାଳ ସାଙ୍କୁଲେଇ ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ, ଜବତ ସ୍କୁଟିରେ ଲାଗିଛି ରକ୍ତଛିଟା

ଢେଙ୍କାନାଳ(କେନ୍ଯୁଜ୍): ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ। ପରିବାର ପକ୍ଷରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ସଦରବ୍ଲକ ସାଙ୍କୁଲେଇ ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀ ବାରତୀ ରତଙ୍କ ସ୍ୱାମୀ ଚିନ୍ମୟ କୁମାର ଦାସ ଗତକାଲି ରାତିରୁ ନିଖୋଜ ଥିବା ଅଭିଯୋଗ ହୋଇଛି।…

ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ! ଗତ ୭ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ଫଳ ଶୂନ

ଭଦ୍ରକ(କେନ୍ଯୁଜ୍): ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ଏନେଇ ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଗତ ୭ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏ ଛାତ୍ରୀଙ୍କର ପତ୍ତା ମିଳିନି । ଚାନ୍ଦବାଲି ଏସଡିପିଓଙ୍କୁ ଭେଟି ତୁରନ୍ତ ଝିଅକୁ ଖୋଜିବାକୁ ଗୁହାରି କରିଛନ୍ତି ପରିବାର ।…

ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ: ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ

ଭୁବନେଶ୍ବର(କେନ୍ଯୁଜ୍):ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ୱେବ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକଙ୍କ ସହ ୪ ଗିରଫ । ମୁଖ୍ୟ ଅଭିଯୁକ୍ତ ରାଜ ନାମକ ଯୁବକ ଫେରାର ଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖରେ ଖଣି ଲିଜ୍‌ କରାଇ ଦେବାକୁ କହି ବଡବିଲ ଅଞ୍ଚଳର ଜଣେ ବ୍ୟବସାୟୀ ଓ…

ଅପହରଣର ୩୬ଘଣ୍ଟା ପରେ ଭୁବନେଶ୍ୱରରୁ ଉଦ୍ଧାର ହେଲେ ସୁନା ବ୍ଯବସାୟୀ

ସୋର : ସୋରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର। ୩୬ଘଣ୍ଟା ପରେ ଭୁବନେଶ୍ୱରରୁ ଉଦ୍ଧାର କରିଛି ସୋର ପୋଲିସ। ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚାଲୁଛି। ସୋର ଥାନା ଆଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକ ସୋର କୁପାରୀ ରାସ୍ତା ବେଲଦା ଛକରେ ଶୁଭମ୍‌ ଜୁଏଲାରି ନାମକ ଏକ ଗହଣା…

ଗହଣା କିଣିବା ବାହାନାରେ ଡାକି ବାଲେଶ୍ଵର ଆଟପୁର ଅଞ୍ଚଳର ଯୁବ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ

ସୋର: ସୁନା ବ୍ୟବସାୟୀଙ୍କୁ ଅପହରଣ । ବାଲେଶ୍ଵର ସୋର ଥାନା ଆଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବେଲଦା ଛକରେ ଶୁଭମ୍‌ ଜୁଏଲରୀ ନାମକ ଏକ ଗହଣା ଦୋକାନ କରିଥିଲେ ପ୍ରହଲ୍ଲାଦ । ଗତ ୧୮ ତାରିଖ ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ…

ଆମ୍ବୁଲାନ୍ସରେ ଅପହରଣ ଅଭିଯୋଗ:ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ କୋଲକାତା ନେଉଥିଲା ଡ୍ରାଇଭର, ଜାଣନ୍ତୁ ପୁରା ଘଟଣା

ଭଦ୍ରକ : କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ । ଗାଡ଼ିରୁ ଡେଇଁ ପଡିଲେ ରୋଗୀଙ୍କ ମା’ । ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ରେଫର କରିଥିଲେ ଡାକ୍ତର । ରୋଗୀଙ୍କ ସମ୍ପର୍କୀୟ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ୧୦୮ ଆମ୍ବୁଲାନସ୍‌…

ବାଂଶପାଳ ଲୁଙ୍ଗାଝରରେ ଥିବା ଠିକା ସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ସୁପରଭାଇଜରଙ୍କୁ ଅପହରଣ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଲୁଙ୍ଗାଝରରେ ଥିବା ଏକ ଠିକାସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ଜଣେ ସୁପରଭାଇଜରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅପହୃତ ସୁପରଭାଇଜରଙ୍କ ନାମ ସୁରେଶ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅନ୍ୟ କର୍ମଚାରୀମାନେ କ୍ୟାମ୍ପ ଛାଡ଼ି…

ପାଶ୍ଚାତ୍ଯ ଶିକ୍ଷାକୁ ବିରୋଧ କରି ୩୫୦ ସ୍କୁଲ ପିଲାଙ୍କୁ ଗାଏବ କଲା ବୋକୋ ହରାମ, ସେନାର ସହାୟତା ଲୋଡିଲେ ସରକାର

ଜେହାଦୀ ସମୂହ ବୋକୋ ହରାମ ନାଇଜେରିଆରେ ଏକ ସ୍କୁଲରୁ ପାଖାପାଖି ୩୫୦ ପିଲାଙ୍କୁ ଅପହରଣ କରିନେଇଛି। ରିପୋର୍ଟ ଅନୁସାରେ, ନାଇଜେରିଆର ଉତ୍ତର କତସିନା ପ୍ରାନ୍ତରେ ଥିବା ଏକ ସ୍କୁଲରେ କିଛି ଆକ୍ରମଣକାରୀ ଅସ୍ତ୍ରଶସ୍ତ୍ର ଧରି ପସିଥିଲେ। ସେବେଠୋରୁ ସ୍କୁଲରୁ ୪୦୦ ପିଲା ନିଖୋଜ ହୋଇଯାଇଥିଲେ।…