Below header

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଟଳିଲେ ୪ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ । ଛତିଶଗଡ଼ର ବିଜାପୁର ଜିଲ୍ଲାର ତୁଙ୍ଗାଲି ଜଙ୍ଗଲରେ ଗୁଳିବିନିମୟ ହୋଇଛି ।

ଟଳିଲେ ୪ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ । ଛତିଶଗଡ଼ର ବିଜାପୁର ଜିଲ୍ଲାର ତୁଙ୍ଗାଲି ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଜବତ ହୋଇଛି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ। ଏହି ଘଟଣା ପରେ ସଂପୃକ୍ତ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.