ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ, ସୂଚନା ଦେଲେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର ଆଉ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ଏଯାବତ ଓଡ଼ିଶାରେ ମୋଟ ୨୯ ଜଣ କରୋନା ଜନିତ ସଂକ୍ରମଣରୁ ଆରୋଗ୍ୟ ଲାଭ କରି ସାରିଲେଣି । ସୂଚନା
Happy to share that 5 more #COVID19 positive cases, one each from Bhubaneswar, Dhenkanal, Kalahandi, Sundargarh and Kendrapada have recovered.
With this, the total recoveries of the State stand at 29. #OdishaFightsCorona
— H & FW Dept Odisha (@HFWOdisha) April 21, 2020
ମୁତାବକ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଭୁବନେଶ୍ୱର, ଢେଙ୍କାନାଳ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଥିବା ବେଳେ କଳାହାଣ୍ଡି, ସୁନ୍ଦର ଗଡ଼, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଥିବା ସୂଚନା ମିଳିଛି । କହି ରଖିବା ଉଚିତ ହେବକି ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି ।