ବିଶ୍ଵ ପ୍ରସିଦ୍ଧ ମହିମା ଗାଦିରେ ପହଞ୍ଚିଲେ ୫ଟି ସଚିବ

ଢ଼େଙ୍କାନାଳ-ବିଶ୍ଵ ପ୍ରସିଦ୍ଧ ମହିମା ଗାଦିରେ ପହଞ୍ଚିଲେ ୫ଟି ସଚିବ।ହେଲିପ୍ଯାଡରରେ ଓଲ୍ଲାଇବା ପରେ ସିଧାସଳଖ ଉପସ୍ଥିତ ଲୋକଙ୍କ ସହିତ ହାତ ମିଳାଇବା ସହିତ ଆର୍ଶିବାଦ ଗ୍ରହଣ କରିଥିଲେ।ଚାଲିଚାଲି ଲୋକଙ୍କ ସହିତ ମିଶିଥିଲେ ୫ଟି ସଚିବ।ସାଙ୍ଗରେ ଅଛନ୍ତି ମୁଖ୍ଯମନ୍ତ୍ରିଙ୍କ ଅତିରିକ୍ତ ସଚିବ ରୂପାରୋଶନ ସାହୁ।

ଢ଼େଙ୍କାନାଳ(କେନ୍ୟୁଜ):  ଢ଼େଙ୍କାନାଳ-ବିଶ୍ଵ ପ୍ରସିଦ୍ଧ ମହିମା ଗାଦିରେ ପହଞ୍ଚିଲେ ୫ଟି ସଚିବ।ହେଲିପ୍ଯାଡରରେ ଓଲ୍ଲାଇବା ପରେ ସିଧାସଳଖ ଉପସ୍ଥିତ ଲୋକଙ୍କ ସହିତ ହାତ ମିଳାଇବା ସହିତ ଆର୍ଶିବାଦ ଗ୍ରହଣ କରିଥିଲେ।ଚାଲିଚାଲି ଲୋକଙ୍କ ସହିତ ମିଶିଥିଲେ ୫ଟି ସଚିବ।ସାଙ୍ଗରେ ଅଛନ୍ତି ମୁଖ୍ଯମନ୍ତ୍ରିଙ୍କ ଅତିରିକ୍ତ ସଚିବ ରୂପାରୋଶନ ସାହୁ।

ଯାହାବି ଦରକାର ମହିମା ଗାଦି ପାଇଁ ସମସ୍ତ ବ୍ଯବସ୍ଥା ମୁଖ୍ଯମନ୍ତ୍ରି କରିବା ନେଇ କହିଛନ୍ତି।ପ୍ରଚାର ପ୍ରସାର ପାଇଁ ସମସ୍ତ ଉର୍ନତି କରାଯିବ।ସାଙ୍ଗରେ ଅଛନ୍ତି ସାଙ୍ଗଠନିକ ସଂପାଦକ ବବି ଦାସ,ବିଧାୟକ ସୁଧିର ସାମଲ,ବିଧାୟକ ମୁକେଶ ପାଲ।ଏକ ସାଧାରଣ ସଭାରେ ଉପସ୍ଥିତ ସାଧୁ ସନ୍ଥ ସମ୍ବାଧେନ କରିବା ସହ ଆର୍ଶିବାଦ ଭିକ୍ଷା ଗ୍ରହଣ କରିଥିଲେ। ସମଗ୍ର ଓଡିଶାରୁ ୫ହଜାରରୁ ଉର୍ଧ ସାଧୁ ସନ୍ଥ ଉପସ୍ଥିତ ଥିଲେ ।