ବଲାଙ୍ଗିରରେ 5T ସଚିବ ଭିକେ ପାଣ୍ଡିଆନ, ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କଲେ ପରିଦର୍ଶନ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିରରେ 5T ସଚିବ ଭିକେ ପାଣ୍ଡିଆନ। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ରୋଗୀ ସେବା ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କୁ ମିଳୁଥିବା ସେବା ନେଇ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟ ସେବା ନେଇ ରୋଗୀଙ୍କ ଠାରୁ ମତାମତ ମଧ୍ୟ ଗ୍ରହଣ କରିଛନ୍ତି। 5T ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ପରେ ଅନ୍ୟ ଡାକ୍ତରଖାନା ଗସ୍ତ କରି ମୋ ସରକାରର ସମୀକ୍ଷା କରିବେ।

Leave A Reply

Your email address will not be published.