Below header

ଆଇପିଏସ ସ୍ତରରେ ପଦୋନ୍ନତି, ଡିଆଇଜି ହେଲେ ୬ ଆଇପିଏସ

ଆଇପିଏସ ସ୍ତରରେ ପଦୋନ୍ନତି। ୧୯୯୯ ବ୍ୟାଚର ଆଇପିଏସ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଆଡିସିନାଲ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ତେବେ ସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

ଭୁବନେଶ୍ୱର : ଆଇପିଏସ ସ୍ତରରେ ପଦୋନ୍ନତି। ୧୯୯୯ ବ୍ୟାଚର ଆଇପିଏସ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଆଡିସିନାଲ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ତେବେ ସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେହିପରି ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, ଡ. କନୱର ବିଶାଲ ସିଂ, ଆଶିଷ କୁମାର ସିଂ, ପାରୁଲ ଗୁପ୍ତା ଓ କେ. ଶିବ ସୁବ୍ରମଣିଙ୍କର ଡିଆଇଜି ସ୍ତରକୁ ପ୍ରମୋସନ ମିଳିଛି। ଏହି ସମସ୍ତ ଆଇପିଏସ ଅଧିକାରୀ ୨୦୧୦ ବ୍ୟାଚର। ୨୦୧୫ ବ୍ୟାଚର ୪ଜଣ ଆଇପିଏସ ଅଧିକାରୀଙ୍କୁ ମଧ୍ଯ ପଦୋନ୍ନତି ମିଳିଛି। ଏମାନେ ହେଲେ ରାହୁଲ ଜୈନ, ଡ. ସର୍ବଣା ବିବେକ ଏମ, କୁଶଲକର ନୀତିନ ଡଗଡୁ ଓ ପ୍ରତ୍ୟୁଷ ଦିବାକର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.