ନୂତନ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଯୋଗଦାନ , କହିଲେ ଲୋକଙ୍କ ସୁରକ୍ଷା ଓ ଅପରାଧ ରୋକିବାକୁ ଦେବେ ଗୁରୁତ୍ବ
କୋରାପୁଟ : ନୂତନ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଯୋଗଦାନ । ପୁଣି ସୂଯୋଗ ମିଳିଛି ଅପରାଧିଙ୍କୁ ଛଡାଯିବନି । ସାଧାରଣ ଲୋକ ପୋଲିସର ସେବା ପାଇବେ ଏଭଳି କହିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଲ ସିଂ । କୋରାପୁଟରେ ଯୋଗ ଦେଲେ ଡାକ୍ତର କନୱାର ଵିଶାଲ ସିଂ । ଡିଆଇଜି…