Below header

ଶ୍ରୀମନ୍ଦିରରେ ପ୍ରବଳ ଭିଡ, ୬ ଛାତ୍ରୀ ହୋଇଗଲେ ଅଚେତ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଭିତରେ ୬ ଜଣ ଛାତ୍ରୀ ଅଚେତ । ସମସ୍ତ ଛାତ୍ରୀ ମୟୂରଭଞ୍ଜ ହୃଦାନନ୍ଦ ହାଇସ୍କୁଲର ଛାତ୍ରୀ । ଅଚେତ ଛାତ୍ରୀଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସିଳାୟରେ ଭର୍ତ୍ତି କରାଯାଇଛି । ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.