ବାହାନଗା ଟ୍ରାଜେଡି: ଗିରଫ ୩ କର୍ମଚାରୀଙ୍କ ସମେତ ୭ ସସ୍ପେଣ୍ଡ
ବାହାନଗା ଟ୍ରେନ୍ ଟ୍ରାଜେଡିରେ ୭ ସସ୍ପେଣ୍ଡ। ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣ ସସ୍ପେଣ୍ଡ ହୋଇଛନ୍ତି। କାର୍ଯ୍ୟନୁଷ୍ଠାନ ନେଇ ଜିଏମ୍ ଅନୀଲ କୁମାର ସୂଚନା ଦେଇଛନ୍ତି।

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍ ଟ୍ରାଜେଡିରେ ୭ ସସ୍ପେଣ୍ଡ। ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣ ସସ୍ପେଣ୍ଡ ହୋଇଛନ୍ତି। କାର୍ଯ୍ୟନୁଷ୍ଠାନ ନେଇ ଜିଏମ୍ ଅନୀଲ କୁମାର ସୂଚନା ଦେଇଛନ୍ତି। ସିବିଆଇ ଓ ସିଆର୍ଏସ୍ ଘଟଣାର ତଦନ୍ତ ଜାରି ରଖିଛି। ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିୟମ ଅନୁସାରେ ଗିରଫର ୨୪ଘଣ୍ଟା ମଧ୍ୟରେ ସସ୍ପେଣ୍ଡ ନିଶ୍ଚିତ।