Browsing Tag

bahanaga train tragedy

ଟ୍ରେନ ଟ୍ରାଜେଡିର ୫ ମାସ ପରେ ଡବା ହଟାଇବାକୁ ପ୍ରକ୍ରିୟା ଆରମ୍ଭ, ପଶ୍ଚିମବଙ୍ଗର ମୋହିତ ଷ୍ଟିଲ କମ୍ପାନୀ ୩କୋଟି ୮୨…

ସୋର(କେନ୍ୟୁଜ୍): ବାହନଗା ଟ୍ରେନ ଟ୍ରାଜେଡିର ୫ ମାସ ପରେ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଡବା ହଟାଇବାକୁ ପ୍ରକ୍ରିୟା ଆରମ୍ଭ । ଏଥିପାଇଁ ପଶ୍ଚିମବଙ୍ଗର ମୋହିତ ଷ୍ଟିଲ କମ୍ପାନୀ ୩କୋଟି ୮୨ ଲକ୍ଷ ଟଙ୍କାରେ ଟେଣ୍ଡର ନେଇଛି । ଏହି କଂପାନୀ ପକ୍ଷରୁ ଡବାଗୁଡ଼ିକୁ କାଟିବା କାମ ଆରମ୍ଭ ହୋଇଛି ।…

ବାହାନଗା ରେଳ ଦୁର୍ଘଟଣା: ୨୮ଟି ମୃତଦେହର ଅନ୍ତିମ ସତ୍କାର କରିବ ବିଏମସି, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଆସିଲା…

କେନ୍ୟୁଜ୍(ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣାରେ ପରିଚୟ ମିଳିପାରିନଥିବା ୨୮ଟି ମୃତଦେହର ଅନ୍ତିମ ସତ୍କାର କରିବ ବିଏମସି। ଶବ ସତ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଏନଓସି ଆସିଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ବିଜୟ ଅମୃତ କୁଳାଙ୍ଗେ। ବାହାନଗା ଦୁର୍ଘଟଣାରେ ଚିହ୍ନଟ…

ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣା, ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର

ଭୁବନେଶ୍ଵର (କେନ୍ୟୁଜ): ବାହାନଗା ଟ୍ରେନ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇ ନଥିବା ୨୮ ଡେଡ୍ ବଡି ହେବ ଡିସପୋଜ । ଅନ୍ତିମ ସଂସ୍କାର କରିବ ଭୁବନେଶ୍ଵର ମହାନଗର ନିଗମ । DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ AIIMS ଭୁବନେଶ୍ଵରରେ ପଡ଼ି ରହିଛି ଏସବୁ ମୃତ ଶରୀର । ବଡ଼ି ଡିସପୋଜ ପାଇଁ…

ବାହାନଗା ରେଳ ଦୁର୍ଘଟଣା: ଏବେବି AIIMSରେ ପରିଚୟ ଖୋଜୁଛି ୨୯ ମୃତଦେହ

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି। ଏବେବି AIIMSରେ ୨୯ଟି ମୃତଦେହ ରହିଛି। ଏହି ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟକାରୀ ନିର୍ଦ୍ଦେଶକ। ଏବେ ସୁଦ୍ଧା ଏହି ମୃତଦେହ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ। ଗତ ୧୫ ଦିନ ହେବ କେହି ବି ମୃତଦେହ ନେବା…

ବାହାନଗା ଟ୍ରେନ ଟ୍ରାଜେଡି: ଦେବଦୂତ ସାଜିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ…

ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଆଜି ପୂରିଲା ୨ ମାସ : ଏବେବି ପରିଚୟ ଖୋଜୁଛି ୨୯ ମୃତଦେହ

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଆଜି ପୂରିଲା ୨ ମାସ । ଦିନ ବିତିଥିଲେ ବି ଲୋକଙ୍କ ମନରୁ ଏଯାଏ ସେଦିନର ଲୋମଟାଙ୍କୁରା ଦୃଶ୍ୟ ଲିଭିନି । ଦୁର୍ଘଟଣାରେ ୨ ମାସ ପରେ ବି ଭୁବନେଶ୍ୱର ଏମ୍‌ସର କଣ୍ଟେନରରେ ଥିବା ୨୯ ମୃତଦେହର ପରିଚୟ ମିଳିନାହିଁ । ସେମାନେ କିଏ ? କଣ…

ବାହାନଗା ଟ୍ରାଜେଡି: ଗିରଫ ୩ କର୍ମଚାରୀଙ୍କ ସମେତ ୭ ସସ୍‌ପେଣ୍ଡ

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ୭ ସସ୍‌ପେଣ୍ଡ। ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣ ସସ୍‌ପେଣ୍ଡ ହୋଇଛନ୍ତି। କାର୍ଯ୍ୟନୁଷ୍ଠାନ ନେଇ ଜିଏମ୍‌ ଅନୀଲ କୁମାର ସୂଚନା ଦେଇଛନ୍ତି। ସିବିଆଇ ଓ ସିଆର୍‌ଏସ୍‌ ଘଟଣାର ତଦନ୍ତ ଜାରି ରଖିଛି। ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ…

ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲା: ଆଉ ୨ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା

ବାଲେଶ୍ୱର (କେନ୍ୟୁଜ): ବାହାନଗା ତ୍ରିପଲ ଟ୍ରେନ୍‌ ଟ୍ରାଜେଡି ମାମଲାରେ ଆଉ ୨ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା । ପୂର୍ବରୁ ଏହି ୨ ରେଳ କର୍ମଚାରୀଙ୍କୁ ସମନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ । ଏପଟେ ଅନ୍ୟ ୩ ଜଣଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ସମନ ଜାରି ହୋଇଛି । ଫଳରେ ଆଗକୁ…

ବାହାନଗା ଟ୍ରେନ ଟ୍ରାଜେଡିରେ ୩ ଗିରଫ

ବାହାନଗା ରେଳ ଦୁର୍ଘଟଣାରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ । ରେଳବାଇର ୩ ଜଣଙ୍କୁ ଗିରଫ କରିଛି CBI । ସେମାନେ ହେଲେ ସିନିଅର ସେକସନ୍‌ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକସନ୍‌ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ୍‌ ପପୁ କୁମାର । ଏମାନଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୪…

ବାହାନଗା ଟ୍ରେନ ଟ୍ରାଜେଡି: ସିଗନାଲିଂ ତ୍ରୁଟିରୁ ହୋଇଛି ଦୁର୍ଘଟଣା, ମାସେ ପରେ ଆସିଲା ରିପୋର୍ଟ

ବାଲେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ୍‌ ମାଷ୍ଟର ଦାୟୀ । ଏଭଳି ସାଂଘାତିକ ତଥ୍ୟ ଆସିଛି ସିଆରଏସ୍‌ ରିପୋର୍ଟରୁ । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ରେଲୱେ ସେଫଟି କମିଶନର ରିପୋର୍ଟରେ ଏହା କୁହାଯାଇଛି । ଷ୍ଟେସନ୍‌ ମାଷ୍ଟରଙ୍କ ଅବହେଳା ହିଁ…

ବାହାନଗା ଟ୍ରେନ୍‌ ଟ୍ରାଜେଡି : ରେଳବାଇର କାର୍ଯ୍ୟାନୁଷ୍ଠାନ, ପଦରୁ ହଟିଲେ ଜେନେରାଲ ମ୍ୟାନେଜର

(କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡିର ମାସେ ପରେ ରେଳବାଇର ବଡ଼ କାର୍ଯ୍ୟାନୁଷ୍ଠାନ । ଦକ୍ଷିଣ-ପୂର୍ବ ରେଲେଓ୍ଵର ଜିଏମଙ୍କୁ ପଦରୁ ହଟାଯାଇଛି । ସାଉଥ ଇଷ୍ଟର୍ଣ୍ଣ ରେଲେଓ୍ଵ GM ଅର୍ଚ୍ଚନା ଯୋଶୀ ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜିଏମ ଭାବେ ନିଯୁକ୍ତ…

ବାହାନଗା ଟ୍ରେନ ଟ୍ରାଜେଡି: ୨୯ ମୃତଦେହ ଚିହ୍ନଟ, ମାଗଣାରେ ଶବ ନେବାକୁ ଆମ୍ବୁଲାନ୍ସ ଯୋଗାଇବ ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟୟରୁ…