Below header
Browsing Tag

bahanaga train tragedy

ବାହାନଗା ଟ୍ରେନ ଦୁର୍ଘଟଣାରେ ଆଖି ବୁଜିଲେ ଆଉ ଜଣେ ଗୁରୁତର, ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୨୯୦ରେ

କଟକ(କେନ୍ୟୁଜ୍): ବାଲେଶ୍ଵର ଟ୍ରେନ ଦୃର୍ଘଟଣାରେ ପୁଣି ଆଖି ବୁଜିଲେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି। କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି । ମୃତକ ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିଲା। ମୃତକଙ୍କ ନାମ ପ୍ରକାଶ କୁମାର ରାମ। ବୟସ ୧୭ ବର୍ଷ। ଘର…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌, ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ

ବାଲେଶ୍ୱର (କେନ୍ୟୁଜ):  ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌ । ଖୁବଶୀଘ୍ର ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ । ବାହାନଗା ରେଳ ଦୁର୍ଘଟଣା ପଛରେ ବାହାନଗା ଷ୍ଟେସନ ଆସିଷ୍ଟାଣ୍ଟ ମ୍ୟାନେଜର ଏସ୍‌.ବି ମହାନ୍ତି ଓ ବାଲେଶ୍ୱର ସିଗନାଲ୍‌ ଇନଚାର୍ଜ ଏ.କେ.ମହନ୍ତ…

ବାହାନଗା ରେଳ ଟ୍ରାଜେଡିକୁ ପୁରିଲା ୧୦ଦିନ, ବାହାନଗାବାସୀ କଲେ ଦଶାହ କର୍ମ

ବାଲେଶ୍ବର/ସୋର(କେନ୍ୟୁଜ୍): ବାହାନଗା ରେଳ ଟ୍ରାଜେଡିକୁ ୧୦ଦିନ ପୁରିଛି । ଏହି ଭୟାନକ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ପ୍ରାଣହାନୀ ଘଟିଥିଲା । ହଜାରେରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଅନେକ ମୃତକଙ୍କ ମରଶରୀରକୁ ପରିବାର ଲୋକେ ଗ୍ରହଣ କରିଥିବା ବେଳେ ଅନେକ ମୃତଶରୀର ଏବେବି ଭୁବନେଶ୍ୱର ଏମ୍ସରେ…

ବାହାନଗା ଟ୍ରେନ ଦୁର୍ଘଟଣା : ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ ଡିସଅର୍ଡରର ଶିକାର ହୋଇଛନ୍ତି ଆହତ, କିଏ କାନ୍ଦୁଛି ତ କିଏ…

ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଭୟାବହ କାହାଣୀ ସାମ୍ନାକୁ ଆସିଛି ।  ଏଭଳି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି ହୋଇଥିବା ୧୦୫ ଆହତଙ୍କ ମଧ୍ୟରୁ ପାଖାପାଖି ୪୦ ଜଣ ପୋଷ୍ଟ…

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ୧୯ ଜୋନାଲ ଜେନେରାଲ ମ୍ୟାନେଜରଙ୍କୁ ଚିଠି

କେନ୍ୟୁଜ୍(ବ୍ୟୁରୋ):  ଟ୍ରାକ୍‌ ସୁରକ୍ଷା ପାଇଁ ରେଳବାଇ ବୋର୍ଡର ନିର୍ଦ୍ଦେଶନାମା । ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ । ରେଳବାଇ ବୋର୍ଡ ଭିତ୍ତିଭୂମି ସଦସ୍ୟ ଜାରି କଲେ ନିର୍ଦ୍ଦେଶନାମା । ଭାରତୀୟ ରେଳର ୧୯ ଜୋନାଲ ଜେନେରାଲ ମ୍ୟାନେଜରଙ୍କୁ ଲେଖିଲେ ଚିଠି ।…

ଶବଗଦା ଭିତରୁ ଉଦ୍ଧାର କର୍ମୀଙ୍କ ଗୋଡ଼ ଭିଡ଼ିଲେ ରବିନ୍‌…

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲର ମୁର୍ଦ୍ଦାଘରେ ଶବ ରଖିବା ପାଇଁ ଜାଗା ନାହିଁ। ବାଲେଶ୍ୱରର ଏକ ସ୍କୁଲରେ ପଡ଼ିଥିବା ଶବଗୁଡ଼ିକୁ ହସ୍ପିଟାଲ ନେବା ସମୟରେ ଏକ ଅଦ୍ଭୁତ ଘଟଣା ଦେଖି ଜଣେ ଉଦ୍ଧାରକର୍ମୀଙ୍କ ହୋଶ୍‌ ଉଡ଼ିଯାଇଥିଲା। ଶବଗଦା ଭିତରୁ କେହି…

ରେଳ ଦୁର୍ଘଟଣାରେ ଚିହ୍ନଟ ମୃତକଙ୍କ ମଧ୍ୟରୁ ୩୯ଜଣ ଓଡ଼ିଶାର, ବାଲେଶ୍ୱରରୁ ସର୍ବାଧିକ ୧୪

ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରୁ ୩୯ଜଣ ଓଡ଼ିଶାର । ବାଲେଶ୍ୱରରୁ ସର୍ବାଧିକ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରୁ ୮ ଓ ମୟୂରଭଞ୍ଜରୁ ୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁରର ୨ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି ।…

ଓଡିଶା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ପାକିସ୍ତାନ କ୍ରିକେଟର ରିଜୱାନ ଏବଂ ହସନ ଅଲ୍ଲୀ, ଫ୍ୟାନ୍ସ କରୁଛନ୍ତି…

ଓଡିଶା ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୩ଟି ଟ୍ରେନ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨୭୫ ଲୋକଙ୍କର ଜୀବନହାନି ହୋଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି…

ବାହାନଗା ଟ୍ରେନ ଟ୍ରାଜେଡି : NDRF ଯବାନଙ୍କୁ ପାଣି ରକ୍ତ ଭଳି ଲାଗୁଥିବା ବେଳେ ଭୋକ ମଧ୍ୟ ଲାଗୁନି, ଏବେ କରାଯାଉଛି…

ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାର ଛାତିଥରା ଦୃଶ୍ୟ କାହା ମନରୁ ଲିଭିନି । ଲୋକେ ଆଜି ପର୍ଯ୍ୟନ୍ତ ମଧ୍ୟ ନିଜ ମୃତକଙ୍କ ମୃତଦେହକୁ ଘରକୁ ନେଇନାହାନ୍ତି । ଆଜି ବି ଦୁର୍ଘଟଣା ସ୍ଥାନରେ କାମ ଚାଲିଛି । ଉଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଥିଲେ ମଧ୍ୟ ରେଳଧାରଣା ମରାମତି କାମ…

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା: ବିଦ୍ୟୁତ୍‌ ଆଘାତରେ ଯାଇଛି ୪୦ ଜଣଙ୍କ ପ୍ରାଣ!

ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ସାରା ବିଶ୍ୱର ଛାତି ଥରାଇ ଦେଇଛି। ମୃତ୍ୟୁ ସଂଖ୍ୟା ୨୭୮ ଥିବାବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହାରି ଭିତରେ ଖବର ଆସିଛି ଯେ ୪୦ ଜଣ ମୃତ ଲୋକଙ୍କଠାରେ କୌଣସି ବି ପ୍ରକାର ବାହ୍ୟ ଆଘାତ…

ବାହାନଗା ଟ୍ରେନ ଦୁର୍ଘଟଣା: ପୀଡିତଙ୍କୁ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ଚହଲ, ଦାନ କଲେ ୧ ଲକ୍ଷ ଟଙ୍କା

ଓଡିଶା ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଅତିକମରେ ୨୭୫ ଲୋଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପରିଜନ ଲୋକେ ହସପିଟାଲରେ ପହଞ୍ଚି ଖୋଜି ମୃତଦେହକୁ ଗ୍ରହଣ କରୁଛନ୍ତି । ଦୁର୍ଘଟଣାରେ…

ଖୋର୍ଦ୍ଧା DRMଙ୍କ ବିସ୍ଫୋରକ ବୟାନ; ବାହାନଗା ଟ୍ରେନ୍‌ ଟ୍ରାଜେଡି ପଛରେ ଷଡ଼ଯନ୍ତ୍ର ସନ୍ଦେହ

(କେନ୍ୟୁଜ): ବାହାନଗାରେ ଟ୍ରେନ୍‌ ଟ୍ରାଜେଡି ପଛର କାରଣ କ'ଣ ? ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଟ୍ରେନ୍‌ ଦୁର୍ଘଟଣା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ? ରେଳ ବିଭାଗର ସନ୍ଦେହ ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ ଡିଆରଏମ୍‌ ରିଙ୍କଶ ରାୟ କହିଥିଲେ…