Below header

ବାହାନଗା ରେଳ ଦୁର୍ଘଟଣା: ଏବେବି AIIMSରେ ପରିଚୟ ଖୋଜୁଛି ୨୯ ମୃତଦେହ

ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି। ଏବେବି AIIMSରେ ୨୯ଟି ମୃତଦେହ ରହିଛି। ଏହି ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟକାରୀ ନିର୍ଦ୍ଦେଶକ। ଏବେ ସୁଦ୍ଧା ଏହି ମୃତଦେହ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ। ଗତ ୧୫ ଦିନ ହେବ କେହି ବି ମୃତଦେହ ନେବା ପାଇଁ ଆସିନାହାଁନ୍ତି।

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି। ଏବେବି AIIMSରେ ୨୯ଟି ମୃତଦେହ ରହିଛି। ଏହି ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟକାରୀ ନିର୍ଦ୍ଦେଶକ। ଏବେ ସୁଦ୍ଧା ଏହି ମୃତଦେହ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ। ଗତ ୧୫ ଦିନ ହେବ କେହି ବି ମୃତଦେହ ନେବା ପାଇଁ ଆସିନାହାଁନ୍ତି। ଗତ ୧୫ ଦିନ ହେବ କେହି ବି ମୃତଦେହ ନେବା ପାଇଁ ଆସିନାହାଁନ୍ତି ।

ଏହା ପୂର୍ବରୁ ଯିଏ ଆସିଛନ୍ତି ତାଙ୍କର ରକ୍ତ ନମୁନା ସଂଗ୍ରହ କରି ରଖାଯାଇଛି। ତେବେ ମୃତଦେହ ଗୁଡିକୁ ଏଠି ସମ୍ପର୍କୀୟ ଆସିବା ଯାଏଁ ଅପେକ୍ଷା କରାଯିବ ନା କୌଣସି ଶିକ୍ଷା ଉଦ୍ଦେଶ୍ୟରେ ଏହାକୁ ରଖାଯିବ କିମ୍ବା ଗଣ ଶବ ଦାହ କରାଯିବ ସେ ନେଇ ନିଷ୍ପତି ପ୍ରଶାସନ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.