Below header

ରାଜ୍ୟ ପୌର କର୍ମଚାରୀଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଶିବରାତ୍ରୀ ପୂର୍ବ ଦିନ ରାଜ୍ୟର ପୌର କର୍ମଚାରୀଙ୍କୁ ଦେଇଛନ୍ତି ବଡ଼ ଭେଟି । ସପ୍ତମ ବେତନ କମିଶନ୍‌ ଲାଗୁ ହେଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାକୁ ପିଛିଲା ଭାବେ ୨୦୧୬ ଏପ୍ରିଲ ୧ ତାରିଖରୁ ଲାଗୁ କରାଯାଇଛି । ଏ ବାବଦରେ ପୌର ସଂସ୍ଥା ଅତିରିକ୍ତ ଭାର ବହନ କରିବ ବୋଲି ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.