Below header

କନ୍ଧମାଳରେ ବଢିବାରେ ଲାଗିଛି ଶୀତ, ଘନ କୁହୁଡିରେ ଆଚ୍ଛାଦିତ ହୋଇ ରହୁଛି ସାରା ସହର

କନ୍ଧମାଳ(କେନ୍ୟୁଜ୍) : ରାଜ୍ୟରେ ବଢିବାରେ ଲାଗିଛି ଶୀତ। ବିଭିନ୍ନ ସ୍ଥାନରେ ଖସୁଛି ପାରଦ। କନ୍ଧମାଳରେ ୯ଡିଗ୍ରୀ ତଳେ ରହୁଛି ପାରଦ । ଶୀତ ସହ କୁହୁଡିରେ ଆଚ୍ଛାଦିତ ହୋଇ ରହୁଛି ସାରା ସହର । ୯ଡିଗ୍ରୀ ତଳେ ରହୁଛି ପାରଦ । ଗତକାଲି ଫୁଲବାଣୀରେ ପାରଦ ୮ଦଶମିକ ୮ଡିଗ୍ରୀ ଥିବାବେଳେ, ଆଜି ପାରଦ ୯ଡିଗ୍ରୀରେ ପହଞ୍ଚିଛି। ଶୀତରୁ ରକ୍ଷା ପାଇବା ପାଇଁ କିଛି କିଛି ସ୍ଥାନରେ ଲୋକେ ନିଆଁ ପୋଉଁଥିବା ଦେଖିବାକୁ ମିଳୁଛି। ଆଗକୁ ଆହୁରି ଶୀତ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲା ପାଣିପାଗ ପର୍ଯ୍ଯବେକ୍ଷକ  କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.