Below header

ବଲାଙ୍ଗିର: ମଦ ପିଇ ମାତାଲ ହେଲେ, ଏବେ ସସପେଣ୍ଡ ହେଇ ଘରେ ବସିଲେ ମଦୁଆ କନ୍‌ଷ୍ଟେବଳ

ବଲାଙ୍ଗିର(କେନ୍ୟୁଜ୍):  ମଦୁଆ କନ୍‌ଷ୍ଟେବଳ ଚାକିରିରୁ ସସ୍‌ପେଣ୍ଡ । ବଲାଙ୍ଗିରରେ ମାତାଲ ପୋଲିସ କନ୍‌ଷ୍ଟେବଳଙ୍କ ଉନ୍ମତ୍ତ କାଣ୍ଡ ପରେ ନିଲମ୍ବିତ ହୋଇଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ଚିକିରିରୁ ନିଲମ୍ବିତ କରିଛନ୍ତି ବଲାଙ୍ଗିର ଏସ୍‌ପି ସନ୍ଦୀପ ମାଡ଼କର । OAPF ଯବାନ ମନସାଏ ଗଣ୍ଡ ଆଜି ମଦ ପିଇ ବିଜାଖମନର ଏକ ପାନ ଦୋକାନରେ ଗଣ୍ଡଗୋଳ କରିଥିଲେ । ପାନ ଦୋକାନୀ ସୁବାଶିସ୍‌ ଅଭିଳାଶ ନନ୍ଦ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.