ସମ୍ବଲପୁର ଗଡଗଡ ବାହାଲ ଠାରେ ଯାତ୍ରୀବାହୀ ବସ୍ ଦୁଘଟଣାଗ୍ରସ୍ତ, ୭ ଜଣ ଆହତ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଗଡଗଡ ବାହାଲ ଠାରେ ଯାତ୍ରୀବାହୀ ବସ୍ ଦୁଘଟଣା ଗ୍ରସ୍ତ। ଅନୁଗୁଳରୁ ସମ୍ବଲପୁର ଆସୁଥିବା ସମୟରେ ଗଡଗଡ ବାହାଲ ନିକଟରେ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ କଂକ୍ରିଟ ପିଲରେ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଯୁଯୁମୁରା ପୋଲିସ ପହଁଚି ଆହତଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ବସ ଡ୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.