ରାସ୍ତା ତଳକୁ ଖସିଲା କୋଲକାତାରୁ ଭୁବନେଶ୍ୱର ଆସୁଥିବା ଜଗାକାଳିଆ ବସ୍, ୨୨ ଯାତ୍ରୀ ଆହତ
ଭଦ୍ରକ(କେନ୍ୟୁଜ): ଟ୍ରକକୁ ଧକ୍କା ଦେଲା ବସ୍, ୨୨ ଆହତ । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ପାଳଦା ବାଙ୍କ ନିକଟରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ବସ୍। କୋଲକତାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ବସ୍ ଟ୍ରକକୁ ଧକ୍କା ଦେଇ ରାସ୍ତା କଡ଼ରୁ ଢଳି ପଡ଼ିବାରୁ ପ୍ରାୟ…