Below header

ରାଜଧାନୀରେ ସିରିଜ୍‌ ଲୁଟ୍‌: ଝରକା ଭାଙ୍ଗି ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍‌। ଭୋର ସମୟରେ ଝରକା ଭାଙ୍ଗି ଘରେ ପଶି ସବୁ ଲୁଟିନେଲେ ଲୁଟେରା। ପ୍ରାୟ ୨ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍‌। ଭୋର ସମୟରେ ଝରକା ଭାଙ୍ଗି ଘରେ ପଶି ସବୁ ଲୁଟିନେଲେ ଲୁଟେରା। ପ୍ରାୟ ୨ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି। କେନାଲ ରୋଡ଼ରେ ତିବା ମିହିର ସାମଲଙ୍କ ଘରୁ ଲୁଟ୍‌ ହୋଇଛି। ମିହିରଙ୍କ ପଡୋଶୀ ଘରେ ମଧ୍ୟ ଲୁଟିଛନ୍ତି ଲୁଟେରା । ଖବର ପାଇ କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.