Below header

ପୁଣି ପଦାକୁ ଆସିଲା କାର୍ତ୍ତିକେଶ୍ୱର ରାଉଳଙ୍କ କାରନାମା: ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ମିଳିଲା ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍):ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ପୁଣି ମିଳିଲା ୧ କୋଟି ୪୦ ଲକ୍ଷ ଟଙ୍କା । ଭୁବନେଶ୍ୱର ସାଲିଆ ସାହିରୁ ମିଳିଛି ଏହି ଟଙ୍କା । ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀ ଘରୁ ମିଳିଲା ଏହି ଟଙ୍କା । ନଗଦ ଟଙ୍କା ଜବତ ଘଟଣାରେ ରେକର୍ଡ ।

ନିଜ ରେକର୍ଡ ନିଜେ ଭାଙ୍ଗିଲେ କାର୍ତ୍ତିକେଶ୍ୱର ରାଉଳ । ମୋଟ ଜବତ ହେଲାଣି ୩ କୋଟି ୪୧ ଲକ୍ଷ ୬୭ ହଜାର ଟଙ୍କା । ଗତକାଲି ଗିରଫ ହୋଇଥିଲେ । ଅଧା କିଲୋରୁ ଅଧିକ ସୁନା ଗହଣା ବି ଜବତ କରିଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ପ୍ଲଟ୍‌ ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.