Below header

ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ

ପୁରୀ ବଡ଼ଦାଣ୍ଡରେ ଟନେଲ ସଦୃଶ ବ୍ୟାରିକେଡ କରାଯିବ। ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ କରାଯିବ। ମରିଚିକୋଟଠାରୁ ଟନେଲ ଭଳି ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଭିତରେ ସବୁ ପ୍ରକାର ସୁବିଧା ରହିବ। ବର୍ଷ ସାରା ରହିବ ବ୍ୟାରିକେଡ ।

ଏଥିପାଇଁ ଶ୍ରୀମନ୍ଦିରଠାରୁ ମରଚିକୋଟ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଠାଯିବ। ରଥଯାତ୍ରା ସମୟରେ ଏହି ଡେଡିକେଟେଡ୍ ବ୍ୟାରିକେଡ ହଟାଯିବ। ଏହି ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ।

ମିଳିଥିବା ଫିଡବ୍ୟାକ ଆଧାରରେ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ଏହି ରାସ୍ତାକୁ ସଂଯୋଗ କରୁଥିବା ହରଚଣ୍ଡୀ ସାହି, ବାସେଳି ସାହି, ମାର୍କେଣ୍ଡେଶ୍ବର ସାହି, ଦୋଳମଣ୍ଡପ ସାହି ମାଟିମଣ୍ଡପ ସାହି କାଳିକାଦେବୀ ସାହି ଲୋକ ଓ ଗାଡ଼ିମୋଟର କେମିତି ଯିବେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.