Below header

ଭୁବନେଶ୍ବରେ ହାଇଟେକ୍ ହସ୍ପିଟାଲ୍ ବିସ୍ଫୋରଣକୁ ନେଇ ଏତଲା

ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ବିସ୍ଫୋରଣକୁ ନେଇ ଏତଲା । ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ ଭୁବନେଶ୍ବର ଅତିରିକ୍ତ ଡିସିପିଙ୍କୁ ଏତଲା ଦେଇଛନ୍ତି ।

ଭୁବନେଶ୍ବର : ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ବିସ୍ଫୋରଣକୁ ନେଇ ଏତଲା । ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ ଭୁବନେଶ୍ବର ଅତିରିକ୍ତ ଡିସିପିଙ୍କୁ ଏତଲା ଦେଇଛନ୍ତି । ସେହିପରି ଦିଲ୍ଲୀପଙ୍କ ମାଆଙ୍କ ସହମତିରେ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛି ଏସି ଟେକ୍ନିସିଆନ୍ ଆସୋସିଏସନ୍ । ମଞ୍ଚେଶ୍ୱର୍ ଥାନା ଅଧିକାରୀଙ୍କୁ ଏତଲା ଦେଇଛି ସଂଘ । ଏଥିରେ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଓ ତିନି ଜଣଙ୍କ ମୃତ୍ୟୁ କଥା ଉଲ୍ଲେଖ ରହିଛି । ଦିଲ୍ଲୀପଙ୍କ ମୃତଦେହକୁ ଭୁବନେଶ୍ବର ଏମ୍ସକୁ ପୋଷ୍ଟମର୍ଟମ ପାଇଁ ନିଆଯିବ । DNA ଟେଷ୍ଟ ବି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.