Below header

ଭୁବନେଶ୍ବର: ବସ୍ତି ନୁହେଁ ଅଣ ବସ୍ତି ଅଞ୍ଚଳ ଚିନ୍ତା ବଢାଉଛି, ରାଜଧାନୀରେ ଆଉ ୧୫୦୦ ବେଡ୍‌ ହେବ ବୃଦ୍ଧି

ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ। ସେହିଭଳି ଭୁବନେଶ୍ୱର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ  କହିଛନ୍ତି

  • ଭୁବନେଶ୍ୱରରେ ଦିନକୁ ୧୪୦୦ ଜଣଙ୍କ ଟେଷ୍ଟିଂ ଲକ୍ଷ୍ୟ ରକ୍ଷା ଯାଇଛି।
  • ପ୍ରତି ଓ୍ଵାର୍ଡରେ ସଚେତକ କମିଟି କରାଯାଇଛି
  • କୋଭିଡ ସ୍ଥିତି ଜାଣିବାକୁ ଆପ୍‌ ବ୍ୟବହାର କରନ୍ତୁ
  • ଆପ୍‌ ମାଧ୍ୟମରେ ଆପଣଙ୍କ ଅଞ୍ଚଳବିଷୟରେ ଜାଣିପାରିବେ
  • ମୁକାବିଲା ପାଇଁ ରାପିଡ୍‌ ରେସପନ୍ସ ଟିମ୍‌ ବୃଦ୍ଧି ହେବ
  • ଆକ୍ଟିଭ୍‌ ସର୍ଭେଲାନ୍ସ ଟିମ୍‌ ପ୍ରତିଓ୍ଵାର୍ଡରେ ଯାଞ୍ଚ କରୁଛନ୍ତି
  • ଭୁବନେଶ୍ୱରରେ ହୋମ୍‌ ଆଇସୋଲେସନକୁ ଅନୁମତି ଅଛି
  • ଭୁବନେଶ୍ୱରରେ କୋଭିଡ ପାଇଁ ୧୫୦୦ ବେଡ୍‌ ବୃଦ୍ଧିହେବ
  • ଲକ୍‌ଡାଉନ୍‌କୁ କଡ଼ାକଡ଼ି ସମସ୍ତେ ପାଳନ କରନ୍ତୁ
  • ୬ଟିସ୍ଥାନରେ ୮୦୦ ଉର୍ଦ୍ଧ୍ୱ ବେଡ୍‌ କୋଭିଡ କେୟାର ହୋମ
  • ଭୁବନେଶ୍ୱରରେ ୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍‌ ଅଛି
  • ବସ୍ତି ଅଞ୍ଚଳରୁ ମୋଟ ୨୦୧ ଜଣ ଆକ୍ରାନ୍ତ ହୋଇଛନ୍ତି
  • ଅଣବସ୍ତି ଅଞ୍ଚଳରୁ ୬୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.