ଆଜି ରାଜ୍ୟରେ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାର ସର୍ବାଧିକ ୨୮୫ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଆଜର ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୮୫ କରୋନା ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ସେହିଭଳି ମୟୂରଭଞ୍ଜର ୧୧୩, କଟକର ୧୦୨, ଜଗତସିଂହପୁରର ୯୪, ଅନୁଗୁଳର ୮୯,ନୂଆପଡାର ୭୦, ଝାରସୁଗୁଡାର ୬୮, ସୁନ୍ଦରଗଡର ୬୫,ବଲାଙ୍ଗିରର ୬୩, କେନ୍ଦ୍ରାପଡାର ୫୩, ବାଲେଶ୍ବରର ୫୦, ଯାଜପୁରର ୪୮, ବରଗଡର ୪୬, ପୁରୀର ୪୫, ଗଞ୍ଜାମର ୩୬,କେନ୍ଦୁଝରର ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ସମ୍ବଲପୁରର ୨୭,ଭଦ୍ରକର ୨୬,ଢେଙ୍କାନାଳର ୨୫, ସୋନପୁରର ୨୫,କଳାହାଣ୍ଡିର ୨୪,କୋରାପୁଟର ୨୪,ବୌଦ୍ଧର ୧୭,ନବରଙ୍ଗପୁରର ୧୬,ନୟାଗଡର ୧୬,ଦେବଗଡର ୧୧,ରାୟଗଡାର ୧୦,କନ୍ଧମାଳର ୮, ମାଲକାନଗିରିର ୮, ଗଜପତିର ୫, ରାଜ୍ୟପୁଲରୁ ୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ପରିବାର କଲ୍ୟାଣ  ବିଭାଗ। ଏହି  ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨,୮୨୦,୭୩ ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.