Below header

ଦାୟିତ୍ବ ନେଲେ ଇନଚାର୍ଜ ଡିଜିପି ଅରୁଣ ଷଡ଼ଙ୍ଗୀ

ଦାୟିତ୍ବ ନେଲେ ଇନଚାର୍ଜ ଡିଜିପି ଅରୁଣ ଷଡ଼ଙ୍ଗୀ । ସୁନୀଲ ବଂଶଲଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ଣ୍ଣକାଳୀନ ପୋଲିସ ଡିଜି ନିଯୁକ୍ତି ହେବା ଯାଏ ସେ ଦାୟିତ୍ବରେ ରହିବେ ।

ଦାୟିତ୍ବ ନେଲେ ଇନଚାର୍ଜ ଡିଜିପି ଅରୁଣ ଷଡ଼ଙ୍ଗୀ । ସୁନୀଲ ବଂଶଲଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ଣ୍ଣକାଳୀନ ପୋଲିସ ଡିଜି ନିଯୁକ୍ତି ହେବା ଯାଏ ସେ ଦାୟିତ୍ବରେ ରହିବେ । ଦୁଇ ବର୍ଷ ଓଡ଼ିଶା ପୋଲିସ ଡିଜି ଦାୟିତ୍ବରେ ରହିଲେ ସୁନୀଲ ବଂଶଲ । ତାଙ୍କ ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନ ସହ ୪ଟି ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା । ସବୁଠୁ ଚ୍ୟାଲେଞ୍ଜିଂ ଥିଲା ନବ ଦାସଙ୍କ ହତ୍ୟା । ମାଓ ଦମନ ଓ ସାଇବର କ୍ରାଇମରେ ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ସୁରୁଖୁରୁରରେ ସମ୍ପାଦନ କରିଥିଲେ ୨ଟି ରଥଯାତ୍ରା । ପୂରା ନିର୍ବିବାଦୀୟ ଥିଲେ ସୁନୀଲ ବଂଶଲ । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.