Below header

ଖୁବ୍ ଶୀଘ୍ର ବଢ଼ିବ ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ଦରମା, ଘୋଷଣା କଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଖୁବ୍ ଶୀଘ୍ର ବଢ଼ିବ ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ଦରମା । ଏ ନେଇ ନବରଙ୍ଗପୁର ଗସ୍ତରେ ଥିବା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି ।

ଭୁବନେଶ୍ୱର : ଖୁବ୍ ଶୀଘ୍ର ବଢ଼ିବ ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ଦରମା । ଏ ନେଇ ନବରଙ୍ଗପୁର ଗସ୍ତରେ ଥିବା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି । ପାଚିକା ଓ ସହାୟିକା କର୍ମୀଙ୍କ ଦରମା ମଧ୍ୟ ବଢ଼ିବ। ମୁଖ୍ୟମନ୍ତ୍ରୀ ଏ ନେଇ ପଦକ୍ଷେପ ନେଉଥିବା ୫ଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଦରମା ବଢାବାକୁ ଆଶା ଓ ଅଙ୍ଗନବାଡ଼ି ଦିଦି ଦୀର୍ଘଦୀନ ହେଲା ଦାବି କରିଆସୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.