ଜଗତସିଂହପୁର ବଡ଼ବଜାର ଠାରେ ଥିବା ୟୁନାଇଟେଡ ବ୍ୟାଙ୍କର ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁରରେ ଏଟିଏମ ଲୁଟିଲେ ଦୁର୍ବୃତ୍ତ। ବଡ଼ବଜାର ଠାରେ ଥିବା ୟୁନାଇଟେଡ ବ୍ୟାଙ୍କର ଏଟିଏମରୁ ହୋଇଛି ଲୁଟ। ଗତକାଲି ରାତିରେ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟିଥିବା ବେଳେ ଏତେ ପରିମାଣର ଅର୍ଥ ଲୁଟ ହୋଇଛି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶନିବାର ଦିନ ବ୍ୟାଙ୍କ ପକ୍ଷରୁ ଏଟିଏମରେ ୧୫ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.