Below header

ଅସୁରକ୍ଷିତ ରେଭେନ୍ସା କ୍ୟାମ୍ପସ , ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କୁ ଟ୍ଵିଟ୍‌ କରି ତଦନ୍ତ ପାଇଁ ଦାବି କଲେ ଜଣେ ଛାତ୍ରୀ

କଟକ(କେନ୍ୟୁଜ୍) : ସୁରକ୍ଷିତ ନାହାନ୍ତି ରେଭେନ୍ସା ଛାତ୍ରୀ । ସନ୍ଧ୍ୟା ହେଲେ ବାହାର ଛାତ୍ର ଆସି କ୍ୟାମ୍ପସରେ ବିଶୃଙ୍ଖଳା ଘଟାଇବା ସହ ଛାତୀଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ଛାତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କୁ ଟ୍ଵିଟ୍‌ କରି ଏହାର ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ରେଭେନ୍ସା ରେଜିଷ୍ଟ୍ରାର ଅଶୋକ ଦାସ କହିଛନ୍ତି, ସେଭଳି କୌଣସି ଛାତ୍ରୀ ଦୁର୍ବ୍ୟବହାରର ଶିକାର ହୋଇ ନାହାଁନ୍ତି । ରେଭେନ୍ସା କ୍ୟାମ୍ପସ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି, ଯଦି ସେଭଳି କିଛି ଘଟଣା ଘଟିଥାଏ ତେବେ ତଦନ୍ତ କରାଯିବ ବୋଲି କହିଛନ୍ତି ଅଶୋକ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.