ସୋନପୁର ବଲାଙ୍ଗିର ରାସ୍ତାର ସିଆଲପୁରୀ ଢାବା ନିକଟରେ ସ୍କର୍ପିଓ ହାଇୱା ଟ୍ରକ ମୁହାଁମୁହିଁ ଧକ୍କା , ୨ ମୃତ ୩ଗୁରୁତର

ସୋନପୁର(କେନ୍ୟୁଜ୍) : ସୋନପୁର ବଲାଙ୍ଗିର ରାସ୍ତାର ସିଆଲପୁରୀ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କର୍ପିଓ ହାଇୱା ଟ୍ରକ ମୁହାଁମୁହିଁ ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ବଙ୍ଗୋମୁଣ୍ଡା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ରାଷ୍ଟ୍ରପତି ବେହେରାଙ୍କର ମୃତ୍ୟୁ ହୋଇଛି । ଗାଡ଼ିର ଡ୍ରାଇଭରଙ୍କ ସହ ଚଟୁଆନକା ଗାଁର ଦିଲ୍ଲିପ ତାଣ୍ଡି, ଅନ୍ତର‌୍ୟ୍ୟାମୀ ମହାକୁର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.