Below header

ପ୍ରଶାସନକୁ ବେଖାତିର୍, ପଟ୍ଟାମୁଣ୍ଡାଇ ଓସଙ୍ଗରାରେ ମା’ ବୁଢି ଜାଗୁଳାଇ ପୀଠରେ ୬୦ରୁ ଅଧିକ ପଶୁଙ୍କୁ ଦିଆଗଲା ବଳି

ପଟ୍ଟାମୁଣ୍ଡାଇ (କେନ୍ଯୁଜ୍) : ପୁଣି ବଳି ପଡିଲେ ନିରିହ ପଶୁ । ପଟ୍ଟାମୁଣ୍ଡାଇ ବ୍ଳକ ଓସଙ୍ଗରାରେ ମା’ ବୁଢି ଜାଗୁଳାଇ ପୀଠରେ ୬୦ରୁ ଅଧିକ ପଶୁଙ୍କୁ ବଳି ଦିଆଯାଇଛି । ପୋଲିସ ପ୍ରଶାସନର କଡା ନିୟମ ସତ୍ତ୍ୱେ ଭକ୍ତମାନେ ମାନିନଥିଲେ । ଆଇନକୁ ଉଲଙ୍ଘନ କରି ମା’ ଙ୍କ ପାଖରେ ବଳି ପକାଇଲେ । ଅନ୍ୟପଟେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.