Below header

ଭୁବନେଶ୍ୱର ଚାଲାଣ ହେଉଥିବା ୧୧୦ କିଲୋ ଗଞ୍ଜେଇ ଜବତ କଲା ବାଲିଗୁଡ଼ା କାମ୍ପଡା ପୋଲିସ

ବାଲିଗୁଡ଼ା(କେନ୍ୟୁଜ୍‌) : ବାଲିଗୁଡ଼ା କାମ୍ପଡା ପୋଲିସ ଆଜି ୧୧୦ କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ସବୁ ବାଲିଗୁଡାରୁ ଭୁବନେଶ୍ୱର ଚାଲାଣ ହେଉଥିଲା ।

କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା କାମ୍ପଡା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ଠାରୁ ୧୧୦ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.