Below header

ରାତି ଅଧରେ ବାର୍‌ ଉପରେ ରେଡ୍‌, ସନ୍‌ ଗ୍ରୀନ୍‌ ବାର୍‌ କୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ବର(କେନ୍ୟୁଜ୍‌): ରାତି ଅଧରେ ବାର୍‌ ଉପରେ ରେଡ୍‌ । ବିଳମ୍ବିତ ରାତି ଯାଏ ଚାଲିଥିଲା ବାର୍‌ ସନ୍‌ ଗ୍ରୀନ୍‌ । ଅଚାନକ ରେଡ୍‌ କଲା ଅବକାରୀ ବିଭାଗ । ସନ୍‌ ଗ୍ରୀନ୍‌ ବାର୍‌କୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ।

ଖାରବେଳନଗର ଥାନା ଅଧୀନରେ ଥିବା ସନ୍‌ ଗ୍ରୀନ୍‌ ବାର୍‌ରେ ବିଳମ୍ବିତ ରାତିରେ ମଦର ଆସର ଜମିବା ସହ ଚାଲିଥିଲା ମତୁଆଲା ନାଚଗୀତ । ଅବକାରୀ ହଠାତ୍‌ ପହଂଚି ରେଡ୍‌ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.