ଖେଳ ପଡ଼ିଆରେ ଖେଳୁଛି ଭାଲୁ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ମନ୍ଦିର ନିକଟରେ ତ ଆଉ କେତେବେଳ ଖେଳ ପଡ଼ିଆରେ ଖେଳୁଛି ଜଙ୍ଗଲୀ ଜନ୍ତୁ। ଖାଦ୍ୟ ଅନେ୍ଵଷଣରେ ସହର ଭିତରେ ଏଣେତେଣେ ବୁଲୁଛନ୍ତି। ଦୁଇଟି ଭାଲୁ ଦୌଡୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

କୋରପୁଟ(କେନ୍ୟୁଜ୍):କୋରାପୁଟ ସୁନାବେଡ଼ା ମିଗ୍‌ ନଗରରେ ଭାଲୁ। କେତେବେଳେ ମନ୍ଦିର ନିକଟରେ ତ ଆଉ କେତେବେଳ ଖେଳ ପଡ଼ିଆରେ ଖେଳୁଛି ଜଙ୍ଗଲୀ ଜନ୍ତୁ। ଖାଦ୍ୟ ଅନେ୍ଵଷଣରେ ସହର ଭିତରେ ଏଣେତେଣେ ବୁଲୁଛନ୍ତି। ଦୁଇଟି ଭାଲୁ ଦୌଡୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଦିନବେଳା ଜଙ୍ଗଲ ଭିତରକୁ ପଳାଇ ଯାଉଥିବାବେଳେ ରାତି ହେଲେ ସହର ଭିତରକୁ ପଶି ଆସୁଛନ୍ତି। ତେବେ କାହାର କିଛି କ୍ଷତି କରିନାହାଁନ୍ତି ହିଂସ୍ରଜନ୍ତୁ।