ବାଲେଶ୍ୱର ଜିଲ୍ଲାରେ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଚାଲିଛି ପ୍ରତିବାଦ, ଅଟକିଛି ବାଙ୍ଗିରିପୋଷିରୁ ଭୁବନେଶ୍ୱ ଯାଉଥିବା ପାସେଞ୍ଜର ଟ୍ରେନ୍

ବାଲେଶ୍ୱର: ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ବାଲେଶ୍ୱର ଜିଲ୍ଲାର ପିକେଟିଂ ଆରମ୍ଭ ହୋଇଛି । କର୍ମୀମାନେ ସକାଳୁ ସକାଳୁ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ମଝିରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ବାଲେଶ୍ୱର ଷ୍ଟେସନରୁ ବାଙ୍ଗିରିପୋଷି ଭୁବନେଶ୍ୱର ଯାଉଥିବା ପାସେଞ୍ଜରକୁ ବାଲେଶ୍ୱର ଷ୍ଟେସନଠାରେ ଅଟକାଇ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.