Below header

ରାଜଧାନୀ ଭୁବନେଶ୍ୱରରୁ ୫୦୯ ନୂଆ ପଜିଟିଭ, ସୁସ୍ଥ ହେଲେ ୯୨୬ ଜଣ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୫୦୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ସହରରେ ମୋଟ ସଂଖ୍ୟା ୮୪ ହଜାର ୧୧୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ଭିତରେ ୯୨୬ ଜଣ ସୁସ୍ଥ ହୋଇଥିବା ବେଳେ ୭୯ ହଜାର ୪୯ କୁ ଛୁଇଁଛି ଏହି ସଂଖ୍ୟା । ଏଯାବତ ୩୭୭ ଜଣଙ୍କ ଜୀବନ

ଏହି କରୋନା ନେଇଥିବା ବେଳେ ଆକ୍ଟିଭ କେଶ ରହିଛି ୪୬୫୨ । ଆଜିର ଚିହ୍ନଟଙ୍କ ଭିତରୁ କ୍ଵାରେଣ୍ଟୀନରୁ ୯୦ ଜଣ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେହି ୯୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.