Below header

ବଡଗଡ ପୋଲିସକୁ ସଫଳତା,ବାଇକ ଚୋର ଗ୍ୟାଙ୍ଗକୁ ଧରି ଜବତ କଲା ୧୨ଟି ମୋଟର ସାଇକେଲ

ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବାଇକ ଚୋରଙ୍କ ପାଦୁର୍ଭାବ ବଢି ଚିଲିଛି ।ଯେଉଁଥି ପାଇଁ କମିଶନରେଟ ପୋଲିସର ମୁଣ୍ଡ ବିନ୍ଧାର କରଣ ପାଲଟି ଯାଇଛି ଏହି ବାଇକ ଚୋରି ।ହେଲେ ଗତ କାଲି ବଡଗଡ ପୋଲିସ ଏହି ବାଇକ ଚୋର ମାନଙ୍କୁ ଧରିବାରେ ଏକ ପ୍ରକାର ସଫଳତା ମିଳିଛି । bike thief

ଦୀର୍ଘଦିନ ହେବ ରାଜଧାନୀରେ ବାଇକ ଚୋରି କରି ପୋଲିସ ହାତରୁ ଖସିଯାଉଥିବା ଦୁଇ ବାଇକ ଚୋରକୁ ଧରି କୋର୍ଟ ଚାଲଣ କରିବା ସହ ସେମାନଙ୍କ ଠାରୁ ୧୨ଟି ମୋଟର ସାଇକେଲ ଜବତ କରିଛି ବଡଗଡ ପୋଲିସ । ସେହି ଦୁଇ ଅପରାଧୀ ମାନେ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ପିଣ୍ଟୁ ବେହେରା ଓ ନୟାଗଡ ଜିଲ୍ଲା ଖଜୁରୀପଡା ଅଞ୍ଚଳର ଗଦାଧର ବଳିୟାରସିଂହ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.