Below header

ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍‌ ମହାନ୍ତି

ଭୁବନେଶ୍ୱର(କେନ୍ୟୁଜ୍): ବିଜେଡି ନେତା ଲେନିନ୍‌ ମହାନ୍ତିଙ୍କୁ ନୂଆ ଦାୟିତ୍ୱ। ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍‌ ମହାନ୍ତି । OTDCର ଅଧିକାରୀ ତାଙ୍କୁ ସ୍ୱାଗତ କରିଛନ୍ତି । ଆଗାମୀ ହକି ବିଶ୍ୱକପ୍‌ OTDC ପାଇଁ ଚ୍ୟାଲେଞ୍ଜ ରହିବ । ଯେଉଁ ଅତିଥିମାନେ ଓଡ଼ିଶା ଆସିବେ ସେମାନେ କିପରି ଭଲ ଅନୁଭୂତି ନେଇ ଫେରି ସେନେଇ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.