Below header

ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକ, ସଂସଦରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ ନେଇ ଆଲୋଚନା

ସଂସଦରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ । ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକରେ ହେବ ନିଷ୍ପତ୍ତି ।

ସଂସଦରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ । ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକରେ ହେବ ନିଷ୍ପତ୍ତି । ନବୀନ ନିବାସରେ କାଲି ସଂଧ୍ୟାରେ ବସିବ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସଂସଦ ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଦଳ ଉଠାଇବ, ତାହା ଉପରେ ହେବ ଆଲୋଚନା ।

ୟୁନିଫର୍ମ ସିଭିଲ କୋଡ୍‌ ବିଜେଡି କ’ଣ କହିବ ? ଏହାଛଡ଼ା ଉଷୁନା ଚାଉଳ କିଣିବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ପ୍ରସଙ୍ଗ ଉପରେ ଦଳର ଆଭିମୁଖ୍ୟ ନେଇ ବୈଠକରେ ଆଲୋଚନା ହେବ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟ ଅଧିବେଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.