Below header

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଆସନ୍ତା ୭, ୮ ଓ ୯ ତିନି ଦିନ ଧରି ପ୍ରତିବାଦ କରିବ ବିଜେଡି

ଭୁବନେଶ୍ବର (କେନ୍ୟୁଜ୍) : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦ । ଆସନ୍ତା ୭, ୮ ଓ ୯ ତିନି ଦିନ ଧରି ପ୍ରତିବାଦ କରିବ ବିଜେଡି । ସବୁ ପେଟ୍ରୋଲ ପମ୍ପରେ ଦଳ ପକ୍ଷରୁ ୨ଘଣ୍ଟା ସଚେତନତା କାର୍ୟ୍ୟକ୍ରମ କରାଯିବ । ଦିନ ୧୦ଟାରୁ ୧୨ଟା ଯାଏ ଜନ ସଚେତନତା କାର୍ୟ୍ୟକ୍ରମ ହେବ । ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି ଦଳ । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ସବୁଠୁ ବଡ଼ ଘୋଟାଲା ବୋଲ ଦଳ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.