Below header

ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ଜଣେ ଶ୍ରମିକ ମୃତ, ତିନି ଜଣ ଆହତ

ସୁନ୍ଦରଗଡ଼/ରାଜଗାଙ୍ଗପୁର (କେ ନ୍ୟୁଜ୍‌) : ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଶ୍ରମିକ ମୃତ ଏବଂ ତିନି ଜଣ ଗୁରୁତର । ଗୁରୁତରଙ୍କୁ ରାଉରକେଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଏବଂ ପରେ ସେମାନଙ୍କୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। କାରଖାନାର ଲାଇନ-ଥ୍ରୀରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣା ପରେ କାରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.