Below header

ନୀଳଗିରି ବ୍ଲୁ ଲେକରୁ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ନୀଳଗିରି ବ୍ଲୁ ଲେକରୁ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ କାଂଶ ଗାଁର ସନ୍ତୋଷ ରାଉତଙ୍କ ପୁଅ ଭବାନୀ ଶଙ୍କର ଏବଂ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ ମହାପାତ୍ର। ଗତ ୫ ତାରିଖରେ ଭବାନୀ ଓ ସଞ୍ଜୟ ନିଖୋଜ ହୋଇଯାଇଥିଲେ ।

ନୀଳଗିରି (କେନ୍ୟୁଜ): ନୀଳଗିରି ବ୍ଲୁ ଲେକରୁ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ କାଂଶ ଗାଁର ସନ୍ତୋଷ ରାଉତଙ୍କ ପୁଅ ଭବାନୀ ଶଙ୍କର ଏବଂ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ ମହାପାତ୍ର । ଗତ ୫ ତାରିଖରେ ଭବାନୀ ଓ ସଞ୍ଜୟ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ବି ପାଇନଥିଲେ । ସକାଳୁ ସ୍ଥାନୀୟ ଲୋକେ ପରିତ୍ୟକ୍ତ ଖାଦାନ ନିକଟରେ ଏକ ବାଇକ ସହ କିଛି ରକ୍ତ ଛିଟା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.