Below header

ମହଙ୍ଗା ପଡ଼ିଲା ପତ୍ନୀଙ୍କୁ ନିର୍ଯାତନା, ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କଲା ଝାରସୁୁଗୁଡ଼ା ପୋଲିସ୍‌

କେନ୍ୟୁଜ (ବ୍ୟୁରୋ): ମହଙ୍ଗା ପଡ଼ିଲା ପତ୍ନୀଙ୍କୁ ନିର୍ଯାତନା । ଗିରଫ ହେଲେ ବୌଦ୍ଧର ଡେପୁଟି କଲେକ୍‌ଟର ଶରତ ବାଗ । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଆଜି ଝାରସୁଗୁଡ଼ା ପୋଲିସ ଶରତ ବାଗଙ୍କୁ ଗିରଫ କରିଛି । ୪୯୮-ଏ ର ଘରୋଇ କଳି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଝାରସୁଗୁଡ଼ା ଏସପି ରାହୁଲ ପି. ଆର ସୂଚନା ଦେଇଛନ୍ତି।

ଗତ ୨୭ ତାରିଖରେ ବିଟିଏମ ଫାଣ୍ଡିରେ ଶରତଙ୍କ ବିରୋଧରେ ପତ୍ନୀ ଡାଳିଆ ଦେବନାଥ ନିର୍ଯାତନା ନେଇ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟ ଜଣେ ମହିଳାଙ୍କ ସହ ଶରତଙ୍କ ପରକୀୟା ପ୍ରୀତିକୁ ବିରୋଦ କରିବାକୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା କହିଥିଲେ ଡାଳିଆ ଦେବନାଥ । ଏପରିକି ବନ୍ଧୁକ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ କରିଥିଲେ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.