Below header

ଦୁର୍ଘଟଣା ପରେ ଚମ୍ପଟ ମାରିଲା ଗଞ୍ଜେଇ ବେପାରୀ

ଦୁର୍ଘଟଣା ପରେ ଚମ୍ପଟ ମାରିଲା ଗଞ୍ଜେଇ ବେପାରୀ । ବଲାଙ୍ଗିର ଆଟ ଗାଁ ରାସ୍ତା କୁରୁଲ ନିକଟରେ ଗଞ୍ଜେଇ ବୋଝେଇ କାର ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣା ପରେ ଗଞ୍ଜେଇ  ବେପାରୀ ଘଟଣାସ୍ଥଳ ରୁ ଚମ୍ପଟ ମାରିଛି ।

ବଲାଙ୍ଗିର(କେନ୍ୟୁଜ୍‌): ଦୁର୍ଘଟଣା ପରେ ଚମ୍ପଟ ମାରିଲା ଗଞ୍ଜେଇ ବେପାରୀ । ବଲାଙ୍ଗିର ଆଟ ଗାଁ ରାସ୍ତା କୁରୁଲ ନିକଟରେ ଗଞ୍ଜେଇ ବୋଝେଇ କାର ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣା ପରେ ଗଞ୍ଜେଇ  ବେପାରୀ ଘଟଣାସ୍ଥଳ ରୁ ଚମ୍ପଟ ମାରିଛି । କାରରେ ଥିବା ୧୪ ପ୍ୟାକେଟ ଗଞ୍ଜେଇ କେଉଁଠାରୁ ଆସୁଥିଲା ଓ କିଏ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିଲା ସେନେଇ ତଦନ୍ତ ଚଳାଇଛି ପୁଇଁତଳା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.