Below header

ଭୁବନେଶ୍ବର: ବିଲେଇକୁ ଗୁଳି ମାରି ହତ୍ୟା ମାମଲା, ଅଭିଯୁକ୍ତ ଆଶୁତୋଷ ନାୟକଙ୍କୁ କରାଗଲା କୋର୍ଟ ଚାଲାଣ

ଭୁବନେଶ୍ବର(କେନ୍ୟୁଜ୍): ବିଲେଇକୁ ଗୁଳି ମାରି ହତ୍ୟା ମାମଲାରେ ଅଭିଯୁକ୍ତ ଆଶୁତୋଷ ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ନାଁରେ ଆଇପିସିର ଧାରା ୪୨୯, ଆର୍ମ ଆକ୍ଟ-୨୫/୨୭, ପ୍ରିଭେସନ କ୍ରୁଏଲିଟି ଅଫ ଆନିମଲ ଆକ୍ଟ-୧୧(ଏଲ)ରେ ଏତଲା ରୁଜୁ ହୋଇଛି । ଗତକାଲି ପଡିଶା ଘରର ଏକ ବିଲେଇକୁ ଦୁଇଟି ଗୁଳି କରି ହତ୍ୟା କରିଥିଲା ଆଶୁ । ଏନେଇ ବିଲେଇର ମାଲିକ ସୁଶାନ୍ତ ପଟ୍ଟନାୟକ ଓ ପିପୁଲ୍ସ ଫର ଆନିମଲ୍‌ ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.