Below header
Browsing Tag

court forward

ମାଷ୍ଟରକ୍ଯାଣ୍ଟିନ ଆକ୍ରମଣ: କ୍ୟାପିଟାଲ ଥାନା ପୋଲିସ ଆଜି ଅଭିଯୁକ୍ତ ରାଜାକୁ କରିବ କୋର୍ଟ ଚାଲାଣ

ଭୁବନେଶ୍ୱର(କେନ୍ଯୁଜ):  ମଦ କାରବାର ଓ ଦୋକାନ ଭାଗବଣ୍ଟାକୁ ନେଇ ଗତକାଲି ରକ୍ତରଞ୍ଜିତ ହୋଇଥିଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌। ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ରାସ୍ତାରେ ପକାଇ ଅମାନୁଷିକ ଭାବେ ପିଟିବା ସହ ହାଣିଥିଲେ ଦୁର୍ବୃତ୍ତ । ଖାରବେଳନଗର ମାଳିସାହି ଅଞ୍ଚଳର…

ଭୁବନେଶ୍ବର: ବିଲେଇକୁ ଗୁଳି ମାରି ହତ୍ୟା ମାମଲା, ଅଭିଯୁକ୍ତ ଆଶୁତୋଷ ନାୟକଙ୍କୁ କରାଗଲା କୋର୍ଟ ଚାଲାଣ

ଭୁବନେଶ୍ବର(କେନ୍ୟୁଜ୍): ବିଲେଇକୁ ଗୁଳି ମାରି ହତ୍ୟା ମାମଲାରେ ଅଭିଯୁକ୍ତ ଆଶୁତୋଷ ନାୟକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ନାଁରେ ଆଇପିସିର ଧାରା ୪୨୯, ଆର୍ମ ଆକ୍ଟ-୨୫/୨୭, ପ୍ରିଭେସନ କ୍ରୁଏଲିଟି ଅଫ ଆନିମଲ ଆକ୍ଟ-୧୧(ଏଲ)ରେ ଏତଲା ରୁଜୁ ହୋଇଛି । ଗତକାଲି ପଡିଶା ଘରର ଏକ…